Home Posts tagged Accident (Page 11)
Odisha News
ଭଦ୍ରକ,26/12: ପ୍ରବଳ କୁହୁଡ଼ି ପାଇଁ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକର ଗେଲପୁର ପାୱାର ହାଉସ ଛକ ନିକଟରେ ପୁରୀରୁ କଲିକତା ଫେରୁଥିବା ବେଳେ ଏକ କାର୍ ଓ ଏକ ସ୍କର୍ପିଓ ଗାଡ଼ିକୁ ରାସ୍ତା ଦେଖା ନ ଯିବାରୁ ଡିଭାଇଡର ଉପରକୁ ଚଢ଼ାଉ ଦେଇଥିଲେ।ଏହାଫଳରେ ଘଟଣାସ୍ଥଳରେ କାରରେ ଥିବା ପଶ୍ଚିମବଙ୍ଗର ଲୋକମାନେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ପ୍ରାଥମିକ Continue Reading
Odisha News
କରଞ୍ଜିଆରୁ ବାରିପଦା ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍, ୪୦ ଜଣ ଆହତବାରିପଦା,୧୬/୧୨: ରାସ୍ତାର ୨୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଗୌରି ନାମକ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ କରଞ୍ଜିଆରୁ ବାରିପଦା Continue Reading
Odisha News
ଦଶପଲ୍ଲା,୧୫/୧୨: ପିଲାଙ୍କୁ ସ୍କୁଲରୁ ନେଇ ଯାଉଥିବା ଅଟୋ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ପିକ୍ଅପ୍ ଭ୍ୟାନ୍ ସହ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଛାତ୍ର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ଅନ୍ଧାରକୋଟ ଛକ ନିକଟରେ।ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ପରେଶ ବେହେରା। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି Continue Reading
Odisha News
ନବରଙ୍ଗପୁର, ୩/୧୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏହି ସମୟରେ ଏକ ଗଛକୁ ସେହି କାରଟି ପିଟିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା ୪ […]Continue Reading
Odisha News
ଜଗତସିଂହପୁର,୧/୧୨ : ଟାଟା ମ୍ୟାଜିକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ତର୍ଜଙ୍ଗା ଠାରେ ଏକ ଟାଟା ମ୍ୟାଜିକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଥିଲେ । ସେଠାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର Continue Reading
Odisha News
ରେଢାଖୋଲ,୩୦/୧୧: ୪ଟି ପିକ୍ଅପ୍ ଭ୍ୟାନ୍ ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣାରେ ୪ଟି ପିକ୍ଅପ୍ ଭ୍ୟାନ୍ ଭାଙ୍ଗିରୁଜି ଯାଇଛି।ଗତକାଲି ରାତିରେ ୪ଟି ପିକ୍ଅପ୍ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍ ଲୋଡ୍ କରି ବରଗଡ଼ ଅଭିମୁଖେ Continue Reading
Odisha News
ନୟାଗଡ଼,୨୯/୧୧: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ ମାଣିକେଶ୍ବରୀ ନାମକ ଏକ ଘରୋଇ ବସ୍ ଆସୁଥିଲା। ଆଜି ଭୋର ସମୟରେ ଇଟାମାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ଠିଆ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ Continue Reading
Odisha News
ସାରଣ, ୨୭/୧୧: ବିହାର ସାରଣ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା, ସୁଧଘର ଭୋଜିରେ ପଶିଗଲା ଦ୍ରୁତଗାମୀ କାର। ଫଳରେ ଭୋଜି ଖାଉଥିବା ୧୮ ଜଣ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ଆଖି ପିଛୁଳାକେ ଘଟିଥିଲା। କେହି କିଛି ବୁଝିବା ଆଗରୁ କାର ଭୋଜିସଭା ଛାରଖାର କରି କିଛି ଦୂରରେ ଓଲଟି ପଡିଥିଲା। ପୋଲିସ କାରକୁ ଜବତ କରି ଡ୍ରାଇଭରର ସନ୍ଧାନ ଜାରି ରଖିଛି।ତେର ଦିନରେ ଅନୁଷ୍ଠିତ ମୃତ୍ୟୁ ଭୋଜ ଚାଲିଥିବା ବେଳେ […]Continue Reading
Odisha News
ବାଲିଗୁଡ଼ା,୨୬/୧୧: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।ମୃତକମାନେ ହେଲେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ(୩୪)ବର୍ଷ ଓ ସେହି ସ୍କୁଲର କିରାଣି ବିମଳା ପ୍ରଧାନ (୪୭) ବର୍ଷ। ଆହତ ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି Continue Reading
Odisha News
ଆଠଗଡ଼, ୨୬/୧୧: ଆଠଗଡ଼ : ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଓ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ […]Continue Reading