Home Posts tagged accident at rungta mines
Odisha News
ଢେଙ୍କାନାଳ,୨୪/୬: ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଆଜି ସକାଳେ ଅଘଟଣ ଘଟିଛି। ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛକଂପାନୀ କର୍ତୁପକ୍ଷ ଓ ପୋଲିସ୍ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଆମୁଲାନ୍ସ୍ ପହଞ୍ଚିଛି। ତେବେ ଦୁର୍ଘଟଣାର କେଉଁ କାରଣରୁ ଘଟିଲା ତାହା ଅସ୍ପଷ୍ଟ ରହିଛି।Continue Reading
Seo wordpress plugin by www.seowizard.org.