Home Posts tagged aadhar card
Odisha News
ନୂଆଦିଲ୍ଲୀ,୩୦/୩: ମାର୍ଚ୍ଚ ୩୧ ସୁଦ୍ଧା ପାନ୍କୁ ଆଧାର ସହିତ ସଂଯୋଗ କରି ନଥିବା ଟିକସଦାତାମାନଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଏବାବଦରେ ୫୦୦ ରୁ ୧,୦୦୦ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଆୟକର ବିଭାଗ କହିଛି।ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍)କୁ ବାୟୋମେଟ୍ରିକ୍ (ଆଧାର) ସହିତ ସଂଯୋଗ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, ୨୦୨୨। ଏହି ସମୟସୀମା ମଧ୍ୟରେ ଆଧାର ସହିତ ସଂଯୋଗ ହୋଇ ନଥିବା ପାନ୍ ନିଷ୍କ୍ରିୟ ହୋଇଯିବ। ଏକ ବିଜ୍ଞପ୍ତିରେ Continue Reading
Seo wordpress plugin by www.seowizard.org.