Home Posts tagged A.R RAHMAN
Bollywood Odisha News
ମୁମ୍ବାଇ,୧/୫: ଓସ୍କାର ବିଜେତା ଗାୟକ ତଥା ସଂଗୀତ ରଚନା ଏ.ଆର ରେହମାନଙ୍କର କୌଣସି ପୃଥକ ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ଚମତ୍କାର ଗୀତ ପାଇଁ ଏ.ଆର ରେହମାନଙ୍କ ନାମ ବେଶ ଜଣାଶୁଣା। ଏହି ସମୟରେ ଗାୟକଙ୍କ ବିଷୟରେ ଏକ ବଡ ଖବର ବାହାରକୁ ଆସୁଛି। ରବିବାର ଏ.ଆର ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ ମ୍ୟୁଜିକ କନସର୍ଟ କରିଥିଲେ। କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ମ୍ୟୁଜିକ କନସର୍ଟକୁ ବନ୍ଦ କରି ଦେଇଥିଲା।ଏପ୍ରିଲ ୩୦ରେ […]Continue Reading
Seo wordpress plugin by www.seowizard.org.