Home Posts tagged 7 injuried road accident in kendrapada
Odisha News
କେନ୍ଦ୍ରାପଡ଼ା, ୨୬/୨: କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗଛରେ ବୋଲେରୋ ପିଟିହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ୪ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି।ଆୟେବା ପଞ୍ଚାୟତ ନରଣପୁରରେ ଡ୍ରାମା ରିହାର୍ସଲ୍ ସାରବା ପରେ ମହିଳା କଳାକାରମାନଙ୍କୁ ଏକ Continue Reading