Home Posts tagged 6 BUFFALO DEAD
Odisha News
ବାଲେଶ୍ୱର,୨୯/୪ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୬ ମଇଁଷିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିର ଖୁମକୂଟ ନିକଟ ଏକ ଫାର୍ମହାଉସରେ।ସୂନାଅନୂସାରେ, ଏକ ମଇଁଷି ପଲ ଖାଦ୍ୟ ଅନ୍ୱେଷଣରେ ଫାର୍ମହାଉସ ନିକଟକୁ ପଳାଇ ଆସିଥିଲେ। ହେଲେ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ ଫାର୍ମହାଉସ ମାଲିକ କରେଣ୍ଟ ଦେଇଥିଲେ। ହେଲେ ମଇଁଷି ପଲ ଏହା ଜାଣିପାରି ନଥିଲେ।ଫାର୍ମହାଉସ ଭିତରକୁ ପଶିବାକୁ ଉଦ୍ୟମ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। Continue Reading
Seo wordpress plugin by www.seowizard.org.