
ସୁନ୍ଦରଗଡ଼, ୧୮/୧ : ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାର ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ଦୁଇଟି ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣକ ମୃତ ଦେହ ମିଳି ନାହିଁ । ତେବେ ମୃତ ଦେହକୁ ଚିହ୍ନଟ କରାଯାଇ ନାହିଁ । ନିଖୋଜ ଶ୍ରମିକମାନେ ହେଲେ ଦଶରଥ ପାତ୍ର, ରଞ୍ଜିତ ଭୋଳ ଓ ସୁଶାନ୍ତ ରାଉତ । ଶ୍ରମିକଙ୍କ ପରିବାରମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି ।ଗତ ୧୬ ତାରିଖ ଗୁରୁବାର […]Continue Reading