Home Posts tagged 3 student
Odisha News
ଢେଙ୍କାନାଳ,୮/୫: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ନାବାଳକ ଜଣଙ୍କ ଭାସି ଯାଇଥିଲେ ହେଁ ତାଙ୍କର ଦୁଇ ଜଣ ବନ୍ଧୁ ସୁରକ୍ଷିତ ଉଦ୍ଧାର ହୋଇ ପାରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡ଼ା ଘାଟକୁ ତିନି ଜଣ ସାଙ୍ଗ ଆଜି ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ ହଠାତ୍ ନଦୀର ଗଣ୍ଡରେ Continue Reading
Seo wordpress plugin by www.seowizard.org.