Home Posts tagged 3 COACHES OF A GOODS TRAIN DERAILED IN SUNDARGARAH
Odisha News
ସୁନ୍ଦରଗଡ, ୨୩/୫ : ସୁନ୍ଦରଗଡ ଜିଲ୍ଲାର ବରସୁଆଁରେ ଏକ ମାଲବାହୀ ଟ୍ରେନ୍ର ୩ ବଗି ଲାଇନଚ୍ୟୁତ ହୋଇଛି। ବରସୁଆଁକୁ ଲୁହାପଥର ଲୋଡ଼ କରିବାକୁ ଆସିଥିବା ସମୟରେ ଏହା ଘଟିଥିବା କୁହାଯାଉଛି। ଏହା ଦ୍ବାରା କୌଣସି ଧନଜୀବନ ହାନି ହୋଇ ନ ଥିବା ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଲୁହାପଥର ଲୋଡ଼ କରିବା ନିମନ୍ତେ ବୁଧବାର ରାତିରେ ବରସୁଆଁ ଅଭିମୁଖେ ଏକ ମାଲବାହୀ ଟ୍ରେନ୍ ଆସିଥିଲା। ମାତ୍ର ଖଣିରେ ଲୋଡ଼ କରିବା ନିମନ୍ତେ ପହଞ୍ଚିବା ପୂର୍ବରୁ ବସ୍ଷ୍ଟାଣ୍ଡ Continue Reading
Seo wordpress plugin by www.seowizard.org.