Home Posts tagged 25 injuired
Odisha News
ଭୁବନେଶ୍ୱର,୨୩/୩ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଦୁର୍ଘଟଣା ଘଟିଛି । କଲିକତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଏକ ଟ୍ରକ୍କୁ ଧକ୍କା ଦେଇ ରାସ୍ତା କଡ଼ରୁ ଢଳି ପଡ଼ିବାରୁ ପ୍ରାୟ ୨୦ ରୁ ୨୫ ଯାତ୍ରୀ ଆହତ ହୋଇଛନ୍ତି ।‘ଜଗାକାଳିଆ’ ନାମକ ବସ୍ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି କଲିକତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟାରେ ଗାଡ଼ିଟି ୧୬ ନମ୍ବର […]Continue Reading
Seo wordpress plugin by www.seowizard.org.