Home Posts tagged 2023 WORLD CUP
Sports News
ନୂଆଦିଲ୍ଲୀ,୯/୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ବକପ୍ ୨୦୨୩ର ୯ଟି ମ୍ୟାଚ୍ ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ନୂଆ କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ସେହିପରି ଅକ୍ଟୋବର ୧୪ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ-ଇଂଲଣ୍ଡ ମ୍ୟାଚ୍କୁ ଅକ୍ଟୋବର ୧୫କୁ ଘୁଞ୍ଚାଇ ଦିଆଯାଇଛି। ଦୁଇ ଦଳ ମଧ୍ୟରେ ଏହି ରୋମାଞ୍ଚକର Continue Reading
Seo wordpress plugin by www.seowizard.org.