Home Posts tagged 2 young men dead in train accident
Odisha News
ବାଲେଶ୍ୱର , ୯/୭ : ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ। ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଟ୍ରେନ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତକ ହେଲେ ବରିପଦା ଗାଁର ହେମନ୍ତ ସାହୁ ଓ ଆରୁହାବାଡ଼ ଗାଁର ରାକେଶ ପାଢ଼ୀ।ଗତକାଲି ରାତିରେ ଦୁଇ ସାଙ୍ଗ କୌଣସି କାମ ପାଇଁ ଦାଣ୍ଡହରିପୁର ଫାଟକ ନିକଟକୁ ବାଇକରେ ଆସିଥିଲେ।। ଗେଟ୍ ପଡ଼ିଥିବା ସତ୍ତ୍ୱେ ଟ୍ରେନ୍ ଆଗକୁ ପଳାଇ ଆସିଥିଲେ […]Continue Reading
Seo wordpress plugin by www.seowizard.org.