Home Posts tagged +2 admission today
Odisha News
ଭୁବନେଶ୍ୱର ୨୦/୭ : ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ । ୨୦୨୨-୨୩ ଶିକ୍ଷା ବର୍ଷରେ +୨ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ । ଅନଲାଇନ୍ ମୋଡରେ ହେବାକୁ ଥିବାବେଳେ ନାମଲେଖା ପ୍ରକ୍ରିୟା ଲାଗି ଛାତ୍ରଛାତ୍ରୀ www.samsodisha.gov.in ଓ୍ବେବସାଇଟ୍ ମାଧ୍ୟମରେ ଅଗଷ୍ଟ ୧୦ ସୁଦ୍ଧା ଆବେଦନ କରିପାରିବେ।ତେବେ ଅଗଷ୍ଟ ୧୭ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ହେବ।ପ୍ରଥମ Continue Reading
Seo wordpress plugin by www.seowizard.org.