ରାଇରଙ୍ଗପୁର,୧୦/୪: ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବାମନଘାଟି ଉପଖଣ୍ତ ବନ୍ଦ ପାଳନ ହେଉଛି। ଏହି କାରଣରୁ ଏଠାରେ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍କୁଲ କଲେଜ ବନ୍ଦ ଥିବା ପରିଲକ୍ଷିତ ହୋଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଏପରିକି ବାମନଘାଟି ଉପଖଣ୍ତ ଦେଇ ଚଳାଚଳ କରୁଥିବା ଟ୍ରେନ ମଧ୍ୟ ଯାତାୟତ କରୁ ନଥିବାର ସୂଚନା ମିଳିଛି।ସୂଚନାଯୋଗ୍ୟ, କ୍ରିୟାନୁଷ୍ଠାନ କମିଟି Continue Reading