Home Posts tagged 1 tone turtle sezied
Odisha News
ମାଲକାନଗିରି, ୩୦/୯ : କଇଁଛ ଚୋରା ଚାଲାଣ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ପାଖାପାଖି ୧ ଟନ୍ କଇଁଛ ଜବତ କରାଯାଇଛି ।ଓଡ଼ିଶା ଏବଂ ଆନ୍ଧ୍ର ସୀମା ନିକଟବର୍ତ୍ତୀ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ କଇଁଛ ଚୋରାଚାଲାଣକୁ ରୋକିଛି । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି ।Continue Reading
Seo wordpress plugin by www.seowizard.org.