Odisha News

ମଉସା-ପୁତୁରା କଥା ପସରା: ଦି ସ୍ମାର୍ଟ ବୟ

ମଉସା: ଆରେ ପୁତୁରା ! ଦେଖିଲୁ ଟମାଟୋ ଦୋକାନରେ କ’ଣ ଲେଖା ହୋଇଛି ।

ପୁତୁରା: ମଉସା ! ଲେଖାହୋଇଛି ଯେ କିଣିଲେ ଏକ କିଲୋଗ୍ରାମ୍‌କୁ ୧୬୦ ଟଙ୍କା । ଆଉ ସେଲଫି ଉଠାଇଲେ – ୨୫ ଟଙ୍କା ।

ମଉସା: ନାଓ ଚଏସ୍ ଇଜ୍ ଇୟୋର୍ସ – ଚିନ୍ତା କରି କହ କିଣିବୁ ନା ସେଲିଫି ଉଠାଇବୁ?

ପୁତରା: ମୁଁ କଣ ତୁମ ଭଳି ବେକା କି? ମୁଁ ସେଲିଫି ଉଠାଇବି । ମାମାକୁ କହିବି ଟମାଟୋ ଦୋକାନ ଯାଇଥିଲି ଯେ – କିନ୍ତୁ ସେଲଫି ଉଠାଉ ଉଠାଉ କିଣିବାକୁ ଭୂଲି ଗଲି ।

ମଉସା: ୟୁ ଆର ମାଇଁ ସ୍ମାର୍ଟ ବୟ । ଚାଲ୍ ଯିବା – ତୋ ମାମା ଦେଇଥିବା ଟଙ୍କାରେ ତୋ ପାଇଁ କିଛି ବହି କିଣି ନେବା ।

Mausa-Putura Gossip is an Indus Valley Times production

Related Posts

Seo wordpress plugin by www.seowizard.org.