Odisha News

IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଗିରଫ, ୧୮ ମୋବାଇଲ୍ ସହ ଗୋଟିଏ ଲାପଟପ୍ ଜବତ

ରାଉରକେଲା, ୧୭/୪: IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ବୀରମିତ୍ରପୁର ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।
ଏଥିସହିତ ୧୮ ମୋବାଇଲ ଏବଂ ଗୋଟିଏ ଲାପଟପ୍ ସହ ଗୋଟିଏ ଟାବ୍ ଜବତ କରିଛି ।
ଜୁମୁନାନାକୀ ଅଂଚଳର ଏକ ଭଡ଼ା ଘରେ ଏହି IPL ବେଟିଙ୍ଗ ଚାଲିଥିବା ବେଳେ ବିରମିତ୍ରପୁର ପୋଲିସ ଚଢ଼ାଉ କରିଥିଲା ।
ଏହି ବେଟିଂରେ ଅନ୍ୟ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି ବିରମିତ୍ରପୁର ପୋଲିସ୍ ।

Related Posts

Seo wordpress plugin by www.seowizard.org.