
ବର୍ମିଂହାମ, ୯/୮: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ସମାପ୍ତ ହୋଇଛି। ଏଥର ୨୨ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୬୧ଟି ପଦକ ଜିତିଥିବା ଭାରତ ଚତୁର୍ଥ ସ୍ଥାନରେ ରହିଛି।୬୧ଟି ପଦକ ମଧ୍ୟରେ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ରହିଛି। ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସର୍ବୋତ୍ତମ ପ୍ରଦର୍ଶନ। ତେବେ ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହା ଦେଶର ପଞ୍ଚମ ସର୍ବୋତ୍ତମ ପ୍ରଦର୍ଶନ।ରାଜ୍ୟଗୋଷ୍ଠୀ କ୍ରୀଡ଼ା Continue Reading