Home Archive by category Bollywood (Page 7)

Bollywood

Bollywood National News
NEW DELHI,NOV 21: Actor-comic Vir Das won the International Emmy Award for his stand-up special “Vir Das: Landing” in the best comedy series category, the organisers said. The 51st International Emmy Awards Gala was held at the New York Hilton Midtown in New York City on late Monday night. This was the second nomination and […]Continue Reading
Bollywood
ମୁମ୍ବାଇ,୧୩/୧୧: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ବିଦେଶରେ ରହୁଛନ୍ତି। ସ୍ବାମୀ ଓ ଝିଅ ସହ ସେ ଆମେରିକାରେ ରହୁଥିବା ବେଳେ ଅନେକ ସମୟରେ ଭାରତ ଆସନ୍ତି। ତେବେ ବିଦେଶରେ ବସବାସ କରି ବି ପ୍ରିୟଙ୍କା ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖାଯାଏ। ରଙ୍ଗର ପର୍ବ ହୋଲି ହେଉ କି ଆଲୋକର ପର୍ବ ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି।ପ୍ରିୟଙ୍କାଙ୍କ ପରେ ଏବେ ତାଙ୍କ […]Continue Reading
Bollywood
ମୁମ୍ବାଇ,୬/୧୧: ନିକଟରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ତାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଅଭିନେତ୍ରୀଙ୍କ ଏହି ଭାଇରାଲ ଭିଡିଓକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅମିତାଭ ବଚ୍ଚନ ବି କ୍ରୋଧିତ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ସେ ଏହି ଘଟଣାର ଆଇନଗତ କାର‌୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି।ଗତ ଶୁକ୍ରବାର ରଶ୍ମିକାଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ Continue Reading
Bollywood National News
DEVBHUMI DWARKA,NOV 3: Bollywood actor Kangana Ranaut on Friday hinted at entering electoral politics, saying if Lord Krishna blesses her, she would contest the next Lok Sabha elections. She was here to offer prayers at the famous Dwarkadhish temple of Lord Krishna this morning. When reporters asked her whether she would contest the next Lok […]Continue Reading
Bollywood
ମୁମ୍ବାଇ,୧୭/୧୦: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ବିଜେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଦେଇଥିବାରୁ ବରିଷ୍ଠ Continue Reading
Bollywood
ନୂଆଦିଲ୍ଲୀ,୫/୧୦: ବଲିଉଡର ବିଗ ବି ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ଓ ବ୍ୟକ୍ତିତ୍ବ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ସମ୍ପ୍ରତି ତାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସିଏଆଇଟି (କନଫେଡେରେସନ୍ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ) ଅମିତାଭ ବଚ୍ଚନଙ୍କ ବିରୋଧରେ ଅଭିଯୋଗ ନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛି।ଖାଉଟି ବ୍ୟାପାର ମନ୍ତ୍ରାଳୟରେ ସିଏଆଇଟି ଦାଖଲ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି କି, ଫ୍ଲିପକାର୍ଡରେ Continue Reading
Bollywood
ନୂଆଦିଲ୍ଲୀ,୨୭/୯: ଓସ୍କାରରେ ପ୍ରବେଶ କଲା ମାଲାୟାଲମ ଫିଲ୍ମ ୨୦୧୮। କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ସିନେମା ଓସ୍କାର ଦୌଡ଼ରେ ଭାଗ ନେଇଛି। ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ନୋମିନେଟ୍(ମନୋନୀତ) ହୋଇନଥିଲେ। ଦୀର୍ଘ ୨୧ ବର୍ଷ ପରେ ଏହି ସୌଭାଗ୍ୟ ଅର୍ଜନ କରିଛି ୨୦୧୮।ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, Continue Reading
Bollywood
ମୁମ୍ବାଇ,୨୬/୯: ୧ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।ଅନୁରାଗ ଠାକୁର ଟ୍ୱିଟ କରି ସୂଚନା ଦେଇଛନ୍ତି, ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ବର୍ଷ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା କରି ମୁଁ ଖୁବ୍ ଖୁସି ଅନୁଭବ କରୁଛି।‘ପ୍ୟାସା’, ‘କାଗଜ Continue Reading
Bollywood
ମୁମ୍ବାଇ,୨୫/୯: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଛି। ସେମାନେ ବାହା ହେବା ପରେ ଏବେ ବିବାହ ପରର ଫଟୋ ସବୁ ଭାଇରାଲ୍ ହେବାରେ ଲାଗିଛି।ପରିଣୀତି ଚୋପ୍ରା ସତସତିକା ଏକ ପରୀ ଭଳି ଫଟୋରେ ସୁନ୍ଦର ଦେଖା ଯାଉଛନ୍ତି। ରାଘବ ଓ ପରିଣୀତି ଏବେ ଆନୁଷ୍ଠାନିକ ଭାବେ ପତି-ପତ୍ନୀ। ଦୁହେଁ କ୍ରିମ୍ କଲର୍ର Continue Reading