Odisha News

କିଶୋର ଜେନାଙ୍କୁ ଦେଢ଼ କୋଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋରଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

Related Posts

Seo wordpress plugin by www.seowizard.org.