Odisha News

ବାଲିଗୁଡା : ସାକ୍ଷ୍ୟ ପ୍ରମାଣ ଅଭାବରୁ ମୁଦାଲା ନିର୍ଦୋଷରେ ଖଲାସ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୫: କନ୍ଧମାଳ ଜିଲ୍ଲା ବାଲିଗୁଡାର ମାନ୍ୟବର ଏସଡିଜେଏମ ଏକ ଅପରାଧିକ ମାମଲା ଶୁଣାଣୀ କରି କେଶ ନଂ. ୪୨୪/୨୧ରେ ଥିବା ମୁଦାଲା ଏ. ରାମା ରାଓଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩୯୪ ଆଇପିସି ରୁ ମୁକ୍ତ କରି ନିର୍ଦୋଷରେ ଖଲାସ କରିଛନ୍ତି । ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ଅନିଲ କୁମାର ଦାସ ପରିଚାଳନା କରୁଥିଲେ ।

Related Posts

Seo wordpress plugin by www.seowizard.org.