Odisha News

ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଭୁବନେଶ୍ବର,୨୦/୧: ଇଡିରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେ ଖଣି ମାମଲାରେ ଜେରାର ସମ୍ମୁଖୀନ ହେଉଥିବାର ସୂଚନା ରହିଛି।
ଖଣି ମାମଲା ନେଇ ଇଡି ବିଧାୟକଙ୍କୁ ଡକାଇଥିବା ସୂଚନା ମିଳିଛି । ପ୍ରାୟ ଘଣ୍ଟାଏ ହେଲା ଇଡିରେ ହାଜର ତାଳଚେରର ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା ଚାଲିଛି।

Related Posts

Seo wordpress plugin by www.seowizard.org.