Odisha News

ଅବପାତ ପ୍ରଭାବରେ ବର୍ଷା : ୪ଜିଲ୍ଲାକୁ ରେଡ୍ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଭୁବନେଶ୍ୱର,୧୯/୮: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଶୁକ୍ରବାର ଦିନ ଅବପାତରେ ପରିଣତ ହୋଇଛି । ଅବପାତ ଘନୀଭୂତ ହୋଇ ଗଭିତ ଅବପାତରେ ଉପକୂଳ ଛୁଇଁବ । ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ । ପ୍ରଭାବରେ ୪ ଜିଲ୍ଲରରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓମୟୁରଭଞ୍ଜକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି । କେନ୍ଦ୍ରାପଡା,ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ,ସୁନ୍ଦରଗଡ,ସମ୍ବଲପୁର, ସେନପୁର,ବୌଦ୍ଧ, ବଲାଙ୍ଗିର,ଯାଜପୁର ସେନପୁର ୟେଲୋ ୱାର୍ଣ୍ଣି ।

Related Posts

Seo wordpress plugin by www.seowizard.org.