Odisha News

ବିଜେପି ଛାଡ଼ିଲେ ସୋନାଲି ସାହୁ, ଇସ୍ତଫା ପତ୍ରରେ ଆଣିଲେ ଏମିତି ଅଭିଯୋଗ

ଭୁବନେଶ୍ୱର, ୪/୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Related Posts

Seo wordpress plugin by www.seowizard.org.