Odisha News

ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ

ଭୁବନେଶ୍ୱର, ୨୯/୮: ରାଜ୍ୟରେ ୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ମଞ୍ଜୁରୀ ପ୍ରଦାନ କରିଛି । ଫଳରେ ଓଡ଼ିଶାରେ ୧୦ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ୍ ମିଳିଛି ।ସେଗୁଡିକ ହେଲା ମେଟାଲ୍, ଫାର୍ମା, ପର୍ଯ୍ୟଟନ ଓ କେମିକାଲ୍ କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ହେବ । ଫଳରେ ରାଜ୍ୟରେ ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ ।

Related Posts

Seo wordpress plugin by www.seowizard.org.