Odisha News

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ‘ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍’ ଖୋଲି ଚାନ୍ଦା ଆଦାୟ ଅଭିଯୋଗ

କଟକ, ୧୬/୧୦: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ। ଫେକ୍ ଆକାଉଣ୍ଟ କରି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେହି ଡୋନେସନ ମାଗୁଥିବା ଅଭିଯୋଗ। କଟକ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।
ସାଇବର ହ୍ୟାକର ଅନୁଭବଙ୍କ ପ୍ରକୃତ ଆକାଉଣ୍ଟକୁ ବ୍ଲକ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି। ଫେକ ଆକାଉଣ୍ଟ ଯୋଗୁଁ ଅନୁଭବଙ୍କ ଫ୍ୟାନମାନେ ଠକାମିର ଶିକାର ହେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

Related Posts

Seo wordpress plugin by www.seowizard.org.