Odisha News

ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୨.୮୩ କୋଟି ଟଙ୍କା ଏବଂ ୧୩୩ ସୁନା କଏନ ଜବତ

ନୂଆଦିଲ୍ଲୀ,୮/୬: ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଳୀ ପୂର୍ବତନ ମନ୍ତ୍ରୀ ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କଠାରୁ ପ୍ରାୟ ୨.୮୩ କୋଟି ଟଙ୍କା ଏବଂ ବିପୁଳ ସୁନା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । । ଚଢଉ ସମୟରେ ସୁନା ବିସ୍କୁଟ ସହ ୧୧୩ଟି ସୁନା କଏନ ଜବତ ହୋଇଛି।
ଏହି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ଓ ତାଙ୍କର ଜଣେ ବନ୍ଧୁ ଏହି ଆର୍ଥିକ ହେରଫେର ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛ ି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଜୈନ୍‌ଙ୍କ ନାଁରେ ଆହୁରି ଅଭିଯୋଗ ରହିଛି ଯେ ସେ ତାଙ୍କ ପତ୍ନୀ, ଝିଅ ଏବଂ ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ହାୱଲା କାରବାରରେ ୧୬କୋଟି ଟଙ୍କା କାରବାର କରିଛନ୍ତି ।

Related Posts

Seo wordpress plugin by www.seowizard.org.