Odisha News

ସକାଳ ୭ ରୁ ଅପରାହ୍ନ ୨ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ

କମ୍ଭୁ ଧର ଖେତୀ

ବୈାଦ୍ଧ,୧୪/୭: ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ, ବଜାର ଖୋଲିବାକୁ ନେଇ କଟକଣା ଜାରି କରାଯାଇଛି । ଏଣିକି ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ସଂସ୍ଥା, ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟୁଫୁଡ,ଠେଲା ଦୋକାନ ଆଦି ସମସ୍ତ ଦୋକାନ ଖୋଲା ରହିବ । ସେହିପରି ଗାଡି ମଟର ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

Related Posts

Seo wordpress plugin by www.seowizard.org.