Odisha News

ରେଳ ଲାଇନରେ ଫସିଗଲେ କାରରେ ଥିବା ଡାକ୍ତରଙ୍କ ପରିବାର, ଧକ୍କା ଦେଲା ମାଲବାହୀ ଟ୍ରେନ୍

କୋରାପୁଟ, ୨/୧୦: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.