Odisha News

ରେମୁଣା ବିଧାୟକ ସୁଧାଂଶୁ ଶେଖର କରୋନା ସଂକ୍ରମିତ

ବାଲେଶ୍ୱର,୧୪/୭: ବାଲେଶ୍ୱର ରେମୁଣା ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସଂକ୍ରମିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତେବେ ନୀଳଗିରି ବିଧାୟକ ସୁକାନ୍ତଙ୍କ ପଜିଟିଭ ରିପୋର୍ଟ ପରେ ସୁଧାଂଶୁ ନିଜ ବାସଭବନରେ ଗୃହସଙ୍ଗରୋଧରେ ଥିଲେ। ସ୍ୱାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଛି।
ରାଜ୍ୟରେ ୩ ବିଧାୟକ କରୋନା ସଂକ୍ରମିତ ହେଲେଣି।

Related Posts

Seo wordpress plugin by www.seowizard.org.