ମୁଁ ମୋଦି ମଉସାଙ୍କ ବାଘ

ମୁଁ ମୋଦି ମଉସାଙ୍କ ବାଘ
ଦେଖୁଥା ମୋର ରାଗ
ନାମିବିୟାରୁ ମୁଁ ଆସିଛି
କୁନୋ ଅଭୟାରଣ୍ୟର ଅତିଥି ସାଜିଛି ।
ଭଲ ଖାଦ୍ୟ ମୋତେ ଖାଇବାକୁ ଦେବ
ଶାନ୍ତିରେ ମୋତେ ରହିବାକୁ ଦେବ
କରିବ ନାହିଁ କେବେ ଡିଷ୍ଟର୍ବ,
ନହେଲେ ମୁଁ କହି ଦେଉଛି
ଯେଉଁ ଜାହାଜରେ ଆସିଥିଲି ମୁଁ
ସେହି ଜାହଜାରେ ଉଡିଯିବି
ମୁଁ ମୋ ଦେଶ ମାଟିକୁ
ଚାହିଁ ରହିଥିବ ଜଳକା ହୋଇ
ଅତିଥି ସତ୍କାରେ ଅବହେଳା ହେଲେ
ନିନ୍ଦା ଅପବାଦ ସହିବ ।