Odisha News

ମହାପ୍ରଭୂଙ୍କ ଅଳଙ୍କାର ବେଶ

ବୈାଦ୍ଧ,୨/୭: ବୈାଦ୍ଧ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ପ୍ରଭୂ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୂଙ୍କ ଅଳଙ୍କାର ବେଶ ରଥ ଉପରେ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ ପାଇଁ କଟକଣା ଲାଗୁ ହୋଇଥିବାରୁ ମନ୍ଦିର ଭିତରେ ଠାକୁରଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ପରିଧାନ କରି ଠାକୁରଙ୍କ ସମସ୍ତ ନିତିକାନ୍ତି କରିଥିଲେ ।

Related Posts

Seo wordpress plugin by www.seowizard.org.