Odisha News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୨୫ ହଜାର ଲାଞ୍ଚ ନେବାବେଳେ ଧରିଲେ ଅଧିକାରୀ

ଜଗତସିଂହପୁର,୯/୮: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି। ଏକ ଶ୍ମଶାନ କାମ ବିଲ୍ କରିବା ପାଇଁ ଠିକାଦାରଙ୍କ ଠାରୁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ।

Related Posts

Seo wordpress plugin by www.seowizard.org.