Odisha News

ବଢ଼ିଲା ରନ୍ଧନ ଗ୍ୟାସ୍ ଦର: ଘରୋଇ ବ୍ୟବହାର ପାଇଁ ଟ.୩.୫୦ ବୃଦ୍ଧି

ନୂଆଦିଲ୍ଲୀ,୧୯/୫: ଗୁରୁବାର ଦିନ ସମଗ୍ର ଦେଶରେ ବଢ଼ିଛି ରନ୍ଧନ ଗ୍ୟାସ୍ (ଏଲ୍ପିଜି) ଦର । ତଥ୍ୟ ଅନୁସାରେ, ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ୩.୫୦ ପଇସା ବୃଦ୍ଧି ପାଇଥିବା ବେଳେ ବ୍ୟାବସାୟିକ ବ୍ୟବହାର ନିମିତ୍ତ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ୮ ଟଙ୍କା ବୃଦ୍ଧି ପାଇଛି।
ଚଳିତ ମାସରେ ଏହା ହେଉଛି ରନ୍ଧନ ଗ୍ୟାସ୍ର ଦ୍ବିତୀୟ ଥର ମୂଲ୍ୟବୃଦ୍ଧି। ଆଜିର ଦର ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଘରୋଇ ସିଲିଣ୍ଡର୍ ଦର ୧୦୦୦ ଟଙ୍କା ଟପିଯାଇଛି।

Related Posts

Seo wordpress plugin by www.seowizard.org.