Odisha News

ବ୍ରିଜ୍ ଉପରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ବାଲେଶ୍ବର, ୧୦/୭: ବ୍ରିଜ୍ ଉପରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର। ଜଳେଶ୍ୱର ପୋଲିସ ଯୁବକଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଞ୍ଚାଇଛି।
ବାଲେଶ୍ଵର ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ ଉପରେ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପହଞ୍ଚାଇଥିଲା। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଗୁରୁତର ଥିବାରୁ ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଯୁବକଙ୍କର

Related Posts

Seo wordpress plugin by www.seowizard.org.