Odisha News

ବୈାଦ୍ଧ: ଜିଲ୍ଲା ପ୍ରବେଶ ପଥରେ ଜଗିଛି ପୁଲିସ, ବାହାର ଜିଲ୍ଲାରୁ ଆସିଲେ ହେଉଛି କଡା ଯାଞ୍ଚ

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୨୭/୭: ବୌଦ୍ଧ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟକ ଶନିବାର ଓ ରବିବାର କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ଫଳରେ ରବିବାର ଦିନ ଜିଲ୍ଲାର ଦୋକାନ ବଜାର ଗୁଡିକ ବନ୍ଦ ରହିଥିଲା । ପୁଲିସ ପକ୍ଷରୁ ଯାନାବାହାନ ଚଳାଚଳ ଉପରେ କଡାକଡି ଭାବରେ ଯାଞ୍ଚ କରାଯାଉଥିଲା । ଜିଲ୍ଲା ପ୍ରବେଶ ପଥରେ ପୁଲିସ ଜଗିରହି ବାହାର ଲୋକ ଯିଏ ଜିଲ୍ଲାକୁ ଆସୁଛି ସେମାନଙ୍କୁ ଛଡାଯାଉ ନ ଥିଲା । ଏପରିକି ଜରୁରୀକାମରେ ଆସୁଥିବା ଲୋକଙ୍କ ସମସ୍ତ ବିବରଣୀ ତାଲିକା କରାଯାଇ ଛଡା ଯାଉଥିବାର ଦେଖିବାକୁ ମିଳିଛି ।

Related Posts

Seo wordpress plugin by www.seowizard.org.