Odisha News

ବାହାଘର ଭୋଜି ଖାଇବା ପାଇଁ ଦେଖାଇବାକୁ ପଡିଲା ଆଧାର କାର୍ଡ

ଲକ୍ଷ୍ନୌ,୨୬/୯: ବିବାହ ଭୋଜି ଖାଇବା ପାଇଁ ଦେଖାଇବାକୁ ପଡିଲା ଆଧାର କାର୍ଡ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଆମ୍ରୋହୀ ଜିଲ୍ଲାର ଏକ ଗାଁରେ । ବିବାହ ଉତ୍ସବକୁ ଆସିଥିବା ବରଯାତ୍ରୀମାନେ ଆଧାର କାର୍ଡ ଦେଖାଇ ଖାଇବାକୁ ଯାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ଲୋକମାନେ ପୋଷ୍ଟରେ ଆଶ୍ଚିର୍ଯ୍ୟ କଲାଭଳି କମେଣ୍ଟ ଲେଖିଛନ୍ତି ।

Related Posts

Seo wordpress plugin by www.seowizard.org.