Odisha News

ବନମାଳୀପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ହେଲେ ବାସନ୍ତୀ ବେହେରା

ନୟାଗଡ଼,୧/୧: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାବେ ବାସନ୍ତୀ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ଗ୍ରାମ ପଞ୍ଚାୟତ ର ପ୍ରଥମ ବୈଠକ ରେ ପଞ୍ଚାୟତ ବାସି ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ କାର‌୍ୟ୍ୟ ତୁଲାଇବା ପାଇଁ ଓ୍ବାର୍ଡ ସଭ୍ୟ ଏବଂ ଗ୍ରାମବାସୀ ମାନଙ୍କ ସହଯୋଗ କାମନା କରିଥିଲେ। ପଞ୍ଚାୟତ ରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ଉପରେ ପ୍ରାଥମିକ ଗୁରୁତ୍ବ ଦିଆଯିବ ବୋଲି ପ୍ରକାଶ କରିଥିଲେ ନବନିର୍ବାଚିତ ସରପଞ୍ଚ ବାସନ୍ତୀ ବେହେରା। ଏହି ଅବସରରେ ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା ଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା।

Related Posts

Seo wordpress plugin by www.seowizard.org.