Odisha News

ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଯାଜପୁର, ୨୯ା୭ : ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଳ୍‌ାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି । ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଳ୍‌ାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଯାଜପୁର ଜିଲ୍ଳ୍‌ା ଯୋଜନା ବୋର୍ଡର ଅଧ୍ୟକ୍ଷ ସମୀର ରଂଜନ ଦାଶ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ କରୋନା ମୁକାବିଲା ଓ ପ୍ଳ୍‌ାଜମା ଦାନ ସଂପର୍କରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଯାଜପୁର ଓସୱାନ ଭିଡିଓ କନପଂରେନ୍ସ ହଲରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ଯାଜପୁର ଜିଲ୍ଳ୍‌ାର ବିଧାୟକମାନେ ଯୋଗ ଦେଇଥିଲେ । ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ଜିଲ୍ଳ୍‌ାରେ କରୋନା ସ୍ଥିତିର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜୁଲାଇ ୨୯ ତାରିଖ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଚ୍ଥନ୍ତି ୯୮୧ ଜଣ । ସେହିପରି ୩ ଜଣ ମୃତ୍ୟୁ ବରଣ କରିଚ୍ଥନ୍ତି । ତେବେ ସୁସ୍ଥତା ହାରରେ ଜାତୀୟ ଓ ରାଜ୍ୟ ସ୍ତର ଠାରୁ ଜିଲ୍ଳ୍‌ା ଅଧିକ ଥିବାବେଳେ ମୃତ୍ୟୁ ହାରରେ ମଧ୍ୟ ସର୍ବନିମ୍ନ ସ୍ତରରେ ରହିଚ୍ଥି । ଯାହାକି ଜିଲ୍ଳ୍‌ାରେ କରୋନା ପରିଚାଳନାର ସକରାତ୍ମକ ଦିଗକୁ ପ୍ରମାଣ କରୁଚ୍ଥି ବୋଲି ଜିଲ୍ଳ୍‌ାପାଳ କହିଥିଲେ । ଅପର ପକ୍ଷରେ ବର୍ତ୍ତମାନ ସୁଦ୍ଧା ସୁସ୍ଥତା ଲାଭ କରିଥିବା ବ୍ୟକ୍ତି ମାନଙ୍କର ପ୍ଳାଜମା ଦାନର ଯୋଗ୍ୟତାକୁ ଅନୁଧ୍ୟାନ କରାଯାଇଚ୍ଥି ଓ ୩୩୯ ଜଣ ପ୍ଳ୍‌ାଜମା ଦାନ ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ଚିହ୍ନଟ କରାଯାଇଚ୍ଥି । ସେମାନଙ୍କୁ ଯୋଗାଯୋଗ କରାଯାଇ ପ୍ଳାଜମା ଦାନ ପାଇଁ ସଚେତନ କରାଯାଉଚ୍ଥି ବୋଲି ଜିଲ୍ଳ୍‌ାପାଳ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଜିଲ୍ଳ୍‌ାର ସମସ୍ତ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ଳ୍‌ାଜମା ଦାନ ପାଇଁ ଲୋକ ମାନଙ୍କୁ ସଚେତନ କରାଇବାକୁ ଦାୟିତ୍ୱ ପ୍ରଦାନ କରିବା ସହ ପ୍ଳ୍‌ାଜମା ଦାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଚ୍ଥନ୍ତି ବୋଲି ସୂଚନା ଦେଇଥିଲେ । ପ୍ରତ୍ୟେକ ବିଧାୟକ, ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଚ୍ଥାସେବୀ ମାନେ ପ୍ଳ୍‌ାଜମା ଦାନ ସଂପର୍କରେ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରା ଦାଶ ଅନୁରୋଧ କରିଥିଲେ । ଜିଲ୍ଳ୍‌ାରେ କରୋନା ପରିଚାଳନା ନେଇ ମନ୍ତ୍ରୀ ଶ୍ରୀ ଦାସ ସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ୟତରେ ଅନୁରୂପ ପଦକ୍ଷେପ ନେଇ କରୋନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକ ଓ ଭିଡିଓ କନପଂରେନ୍ସରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଳ୍‌ିକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରାଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଳ୍‌ିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.