Odisha News

ନୟାଗଡ଼: ପୌରାଧ୍ୟକ୍ଷା ପଦ ପାଇଁ ତିନି ପ୍ରମୁଖ ଦଳର ନାମାଙ୍କନପତ୍ର ଦାଖଲ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୮/୩: ନୟାଗଡ଼ ପୈାର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ସରିଛି। ପୈରାଧ୍ୟକ୍ଷା ପଦ ପାଇଁ ବିଜେଡି ପକ୍ଷରୁ ପୁର୍ବତନ ନଗରପାଳିକା
ନିରୁପମା ଖଟେଇ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ତନୁଶ୍ରୀ ସାମଲ , କଂଗ୍ରେସ ପକ୍ଷରୁ ସ୍ୱାଗତିକା ନାୟକ ଏବଂ ସ୍ବାଧୀନ ଭାବେ ସସ୍ମିତା ଷଡ଼ଙ୍ଗୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ପୌରାଧ୍ୟକ୍ଷା ଆସନ ନିଜ ଦଖଲ ରେ ରଖିବାପାଇଁ ତିନି ପ୍ରମୁଖ ଦଳ ନିଜନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଆଗାମୀ ଦିନରେ ଦଳ ମାନେ କରିଥିବା ରଣନୀତି ସମ୍ପର୍କରେ ଜଣାପଡିବ।

Related Posts

Seo wordpress plugin by www.seowizard.org.