Odisha News

ନୟାଗଡ଼ ବିଜୁ ଜନତା ଦଳ ର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ ନେଲେ ଇଂ ଦେବାଶିଷ ପଟ୍ଟନାୟକ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୩: ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସଭାପତି ଦେଇଛନ୍ତି।
ନୂଆ ଦାୟିତ୍ୱ ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସ ଘୋଷଣା କରିଛନ୍ତି।
ନୟାଗଡ଼ ବିଜୁ ଜନତା ଦଳ ର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟ ମନ୍ତ୍ରୀ।
ଆଗାମୀ ବିଧାନ ସଭା,ଓ ଲୋକସଭା ନିର୍ବାଚନ ସଂଯୋଜକ ଭାବେ କାର୍ଯ୍ୟକରିବେ।

Related Posts

Seo wordpress plugin by www.seowizard.org.