Odisha News

ନୂଆଗାଁ ବ୍ଲକ୍ ସାମ୍ବାଦିକ ମାନଙ୍କ ଦ୍ଵାରା ଶୋକ ପ୍ରକାଶ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୫/୭: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରେ ଦୀର୍ଘଦିନ ଧରି କାର‌୍ୟ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଞ୍ଜନ ମହାରଣା ଙ୍କ ପରଲୋକ ଘଟିଛି। ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ନୂଆଗାଁ ବ୍ଲକ୍ ରେ କାର‌୍ୟ୍ୟରତ ସାମ୍ବାଦିକ ସିବଦତ୍ ପାତ୍ର, ହୃଦୟା ନନ୍ଦ ଷାସମଲ୍,ସୁନିଲ କୁମାର ପଟ୍ଟନାୟକ, ଧନେଶ୍ଵର ସାହୁ,ବିଭୂତି ଭୂଷଣ ସ୍ୱାଇଁ,ଶିବରାମ ମହାପାତ୍ର,ପ୍ରଦୀପ ସାହୁ,ରଶ୍ମି ରଞ୍ଜନ ପରିଡ଼ା,ନିରଞ୍ଜନ ସାହୁ, ପଞ୍ଚା ନନ୍ ସାହୁ,ଜିତେନ୍ଦ୍ର ସାହୁ,ସଞ୍ଜୀବ କୁମାର ଡାକୁଆ,ପୁଷ୍ପଲତା ପ୍ରଧାନ,ସୁବ୍ରତ କୁମାର ପରିଡ଼ା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.