Odisha News

ନାଳକୁ ଖସି ପଡ଼ିଲା ମୋ ବସ୍

ଭୁବନେଶ୍ୱର, ୬/୪ : ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍’। ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍’ଟି ନାଳକୁ ଖସି ପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା।

Related Posts

Seo wordpress plugin by www.seowizard.org.