Odisha News

ଡିଏଫ୍ଓଙ୍କୁ ଖଣି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ

ଢେଙ୍କାନାଳ,୧୧/୧୨: ଢେଙ୍କାନାଳ ସଦର ଥାନା କୁରୁମଟାଙ୍ଗର ପଥର ଖଣିକୁ ଗତକାଲି ରାତିରେ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନେନି ଚଢ଼ାଉ କରିଥିବା ବେଳେ ପଥର ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବାର ଖବର ମିଳିଛି। ପଥରେମାଡ଼ ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏ ସମ୍ପର୍କରେ ଡିଏଫଓ ଗୋବିନ୍ଦପରୁ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭଯୋଗ କ୍ରମେ ପୁଲିସ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.