Odisha News

ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନକୁ ସଫଳତାର ସହିତ ଅତିକ୍ରମ କରନ୍ତୁ ଛାତ୍ରଛାତ୍ରୀ- ଲେଖିକା ରଚିତା ମିଶ୍ର

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୨/୩: : ଆରମ୍ଭ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା । ଏହି ଅବସରରେ ପରୀକ୍ଷାର୍ଥୀ ମାନଙ୍କ ସଫଳତା କାମନା କରିଛନ୍ତି ବିଶିଷ୍ଟ ଲେଖିକା ରଚିତା ମିଶ୍ର । ସେ କହିଛନ୍ତି ଏହା ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ ।
ଏହାକୁ ସଫଳତାର ସହିତ ଅତିକ୍ରମ କରନ୍ତୁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ମାନେ ଚାପର ବଶବର୍ତ୍ତୀ ନ ହୋଇ ଧର‌୍ୟ୍ୟ ଓ ଆତ୍ମବିଶ୍ବାସ ସହିତ ଏହାକୁ ସମ୍ମୁଖୀନ ହେଲେ ସଫଳ ହୋଇ ପାରିବେ । ଯାହା ଦ୍ୱାରା ନିଜର ଓ ନିଜ ବାପା ମାଙ୍କ ସ୍ବପ୍ନଙ୍କୁ ପୁରଣ କରି ପାରିବେ । ଏହି ଅବସରରେ ସେ ସମସ୍ତ ଛାତ୍ର ଛାତ୍ରୀଙ୍କ ସଫଳତା କାମନା କରିଛନ୍ତି ।

Related Posts

Seo wordpress plugin by www.seowizard.org.