Odisha News

ଚୀନ୍‌ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ରାଜ୍ୟ ସରକାରଙ୍କର ତତ୍ପରତା

ଭୁବନେଶ୍ୱର, ୨୬ ।୧୧: ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା । ରାଜ୍ୟରେ କରୋନା ସ୍ଥିତିି ନେଇ ଆସନ୍ତାକାଲି ଅପରାହ୍ନରେ ୪.୩୦ରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତି ରହିବେ ।
ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କତ୍ତ୍ୱପକ୍ଷବି ଉପସ୍ଥିତି ରହିବେ । ଆଗାମୀ ଦିନ ପାଇଁ କୋଭିଡ୍ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହେବ ।

Related Posts

Seo wordpress plugin by www.seowizard.org.