Odisha News

ଗୌରବ: ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ବିଶ୍ୱନାଥ ପଟ୍ଟନାୟକ ୪୮୬ ମାର୍କ ରଖି ଜିଲ୍ଲା ଟପ୍ପର

Biswanath Patnaik brings glory to Rayagada as Class X topper
ସୁଧାଶୁଂ ସିଂହଙ୍କ ରିପୋର୍ଟ
ରାୟଗଡା, ୧୬/୭/ -ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ବିଶ୍ବନାଥ ପଟ୍ଟନାୟକ ୪୮୬ ମାର୍କ ବା ୯୭.୨ ପ୍ରତିଶତ ମାର୍କ ସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ରାୟଗଡା ଜିଲ୍ଲାରେ ଶୀର୍ଷ ସ୍ଥାନ ଅଧିକାର କରିଥିବ ଜଣାପଡିଛି । ସେ ଈନ୍ଦୀରା ନଗର ନିବାସୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଓ ଶ୍ରୀମତି ସୁଧାରାଣୀ ପଟ୍ଟନାୟକଙ୍କ ପୁତ୍ର ସ୍କୁଲ କତ୍ତୃପକ୍ଷ ଏବଂ ସହପାଠୀ ସମସ୍ତେ ଏ କୃତିତ୍ୱ ପାଇଁ ସାଧୁବାଦ ଜାଣଇ ଛନ୍ତି ।

Related Posts

Seo wordpress plugin by www.seowizard.org.