Odisha News

କରୋନା କଟକଣା: ୮ଟି ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳ ପ୍ରବେଶ ମନା

ସ୍ୱାଗତିକା ଭୂତିଆ ଙ୍କ ରିପୋର୍ଟ

ଢେଙ୍କାନାଳ,୧୧/୭: ରାଜ୍ୟରେ ୮ଟି ଜିଲ୍ଲାକୁ ଢେଙ୍କାନାଳ ପ୍ରବେଶ ଉପରେ ରୋକ ଲାଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ, ଗଜପତି, ଖୋଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଓ ଅନୁଗୁଳ ଲୋକଙ୍କ ଢେଙ୍କାନାଳ ଆସିପାରିବେ ନାହିଁ ।
କରୋନା ସଂକ୍ରମଣ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଢେଙ୍କାନାଳ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଞ୍ଚି ଥିଲାବେଳେ ସେଥିମଧ୍ୟରୁ ୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related Posts

Seo wordpress plugin by www.seowizard.org.