Odisha News

କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଜିଲ୍ଳ୍‌ାପାଳଙ୍କ ଅନୁରୋଧ

ଯାଜପୁର, ୨୨ା୭ : ଯାଜପୁର ଜିଲ୍ଳ୍‌ାରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି । ସୁସ୍ଥ ହୋଇ ପେଂରିଥିବା ଏହି ବ୍ୟକ୍ତି ମାନଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ଳ୍‌ାଜମା ଦାନ ପାଇଁ ଅନୁରୋଧ କରିଚ୍ଥନ୍ତି ।
ରାଜ୍ୟରେ ପ୍ଳାଜମା ଥେରାପି ସପଂଳ ହୋଇଥିବାରୁ ଏହା ଏକ ଉତ୍ସାହପ୍ରଦ କଥା । ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ଜିଲ୍ଲାବାସୀ ପ୍ରାର୍ଥନା କରିଥିଲେ । ସେମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦରୁ ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି । ତେଣୁ କରୋନା ଆକ୍ରାନ୍ତ ବ୍ୟକ୍ତି ଯେଊଁମାନେ କି, ଅତିରିକ୍ତ ଅସୁସ୍ଥ ରହୁଚ୍ଥନ୍ତି ସେମାନଙ୍କ ସୁସ୍ଥତା ପାଇଁ ସୁସ୍ଥ ବ୍ୟକ୍ତି ମାନଙ୍କର ପ୍ଳ୍‌ାଜମା ବରଦାନ ହୋଇପାରୁଚ୍ଥି ।
ଯାହା ଅତିରିକ୍ତ ଆକ୍ରାନ୍ତଙ୍କ ଜୀବନ ରକ୍ଷାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିବା ସହ ସ୍ୱେଚ୍ଚ୍ଥାକୃତ ଭାବେ ପ୍ଳ୍‌ାଜମା ଦାନ ପାଇଁ ଅନୁରୋଧ କରିଚ୍ଥନ୍ତି । ଏଥିପାଇଁ ଆଗ୍ରହୀ ବ୍ୟକ୍ତିମାନେ jajpurcdmo@gmail.com, dsujajpur@gmail.com ରେ ଅବଗତ କରାଇପାରିବେ । ମୁଖ୍ୟ ଚିକିତ୍ସାଳୟର ବ୍ଳ୍‌ଡ ବ୍ୟାଙ୍କ ଅଧିକାରୀଙ୍କୁ ୯୯୩୮୧୪୪୭୦୯ କିମ୍ୱା ୭୯୭୮୫୨୯୬୮୨ ରେ ମଧ୍ୟ ଠିକଣା ସହ ଯୋଗାଯୋଗ କରିପାରିବେ ବୋଲି ଅନୁରୋଧ କରାଯାଇଚ୍ଥି ।

Related Posts

Seo wordpress plugin by www.seowizard.org.