Odisha News

କଟକ ମେଡିକାଲରେ ଆରମ୍ଭ ହେଲା ଟୋକନ ବ୍ୟବସ୍ଥା

କଟକ୯/୭: କଟକ ମେଡିକାଲ ପରିସରରେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରକ୍ଷି ଏଭଳି ଟୋକନ ବ୍ୟବସ୍ଥା କରାଯାଇଛି । ଗାଡି ପାର୍କିଂରେ ଧାର‌୍ୟ୍ୟ ସମୟଠାରୁ ଅଧିକ ସମୟ ରହିଖିଲେ ଫାଇନ୍ ଆଦାୟ କରାଯିବ।
ଏ ନେଇ ମେଡିକାଲ କର୍ତ୍ତୁପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ୪ ଚାକିଆ ଯାନ ପାଇଁ ଘଣ୍ଟାପ୍ରତି ୧୦୦ଟଙ୍କା ଫାଇନ୍ ଆଦାୟ କରାଯିବ। କଟକରେ କରୋନା ଆକ୍ରନ୍ତ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ମେଡିକାଲ କର୍ତ୍ତୁପକ୍ଷଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି।

Related Posts

Seo wordpress plugin by www.seowizard.org.